କୋଭିଡ୍‌ ହସ୍ପିଟାଲରୁ ତ୍ରିନାଥ ଗଲେ କୁଆଡ଼େ ? ମୃତ ନା ଜୀବିତ କହିପାରୁ ନାହାନ୍ତି କେହି

୧୬ଦିନ ହେଲା ବୁଲୁଛନ୍ତି ପରିବାରଲୋକ, ପୁଲିସ ଚୁପ୍ ଭୁବନେଶ୍ବର : ମେ’ ୧୯ ତାରିଖ ସକାଳେ ରାଜଧାନୀର ଏକ କୋଭିଡ୍ ହସ୍ପିଟାଲ୍‌ରୁ ଜଣେ କରୋନା ଆକ୍ରାନ୍ତଙ୍କ ପରିବାରଲୋକଙ୍କୁ ଫୋନ୍ କରି କୁହାଗଲା, ଆପଣଙ୍କ ବାପା ସୁସ୍ଥ ହୋଇଯାଇଛନ୍ତି, ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ନେଇଯାଆନ୍ତୁ। ବାପାଙ୍କୁ ନେବା ଲାଗି ୬୦ କିମି ଦୂରରୁ ଆକ୍ରାନ୍ତଙ୍କ ପୁଅ ଓ ପରିବାରଲୋକେ ଧାଇଁ ଆସି‌ଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚି ଯାହା ଶୁଣି‌ଲେ, ସେମାନଙ୍କ ପାଦ … Continue reading କୋଭିଡ୍‌ ହସ୍ପିଟାଲରୁ ତ୍ରିନାଥ ଗଲେ କୁଆଡ଼େ ? ମୃତ ନା ଜୀବିତ କହିପାରୁ ନାହାନ୍ତି କେହି